ପୁରୀ,୪ା୧(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ମଧ୍ୟରେ ରବିବାର ପୂର୍ବାହ୍ନ ସମୟରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ଭିତରେ କିଛି ସମୟ ଧରି ଗାଳିମନ୍ଦ ଏବଂ…