ପୁଣି କଲବଲ କରିବ ଶୀତ, ପାରଦ ହ୍ରାସ ସାଙ୍ଗକୁ… ଭୁବନେଶ୍ବର,୬।୧: ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଖସିଲା ରାତି ତାପମାତ୍ରା । ରାଜ୍ୟରେ ଅନେକ ସ୍ଥାନରେ ପାରଦ ହ୍ରାସ ପାଇଛି । ବିଭିନ୍ନ ସ୍ଥାନରେ ୨ରୁ ୪ ଡିଗ୍ରୀ ଯାଏଁ ପାରଦ କମିଥିବା ବେଳେ ଭୁବନେଶ୍ବରରେ ୨ ଡିଗ୍ରୀ…