୧୦ ଦିନ ହେବ ଟନେଲରେ ଫସି ରହିଛନ୍ତି ୮ ଶ୍ରମିକ, ମିଳୁନି ପତ୍ତା ତେଲେଙ୍ଗାନା,୩ା୩: ୧୦ ଦିନ ବିତିଲାଣି ଟନେଲରେ ଫସି ରହିଛନ୍ତି ୮ ଶ୍ରମିକ। ଏହି ଶ୍ରମିକମାନେ ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ ଟନେଲରେ ଫସି ରହିଛନ୍ତି। ଏଠାରେ ଫସି ରହିଥିବା ୮ ଶ୍ରମିକଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା ସଠିକ୍ ଭାବେ ମଳିପାରୁ ନାହିଁ।...