ଐତିହାସିକ ବିଜୟ ପରେ ପ୍ରିୟ ସାମ୍ବାଦିକଙ୍କୁ ଖୋଜିଲେ ଶୁମବନ ଗିଲ୍: ଜାଣନ୍ତୁ କାହିଁକି ବର୍ମିଂହାମ,୭।୭: ଏଜବାଷ୍ଟନରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଶୁବମନ ଗିଲ କେବଳ ପ୍ରଥମ ଭାରତୀୟ ନୁହଁନ୍ତି ବରଂ ପ୍ରଥମ ଏସୀୟ ଅଧିନାୟକ ଯିଏ ଏଜବାଷ୍ଟନରେ ବିଜୟର ସ୍ବାଦ ଚାଖିଛନ୍ତି। ଏଜବାଷ୍ଟନରେ ଟିମ ଇଣ୍ଡିଆ ଜିତିବା ମାତ୍ରେ ଭାରତୀୟ ଅଧିନାୟକ ଗିଲ…