ପ୍ରଧାନମନ୍ତ୍ରୀ ମୋଦିଙ୍କ ଚା’ ବିକୁଥିବା AI ଭିଡିଓ ଉପରେ ଭାଜପା ଖପ୍ପା, କହିଲା, ଜନତା କେବେ ବି… ନୂଆଦିଲ୍ଲୀ,୩ା୧୨: ଏକ ଭାଇରାଲ ଏଆଇ-ଜେନେରେଟେଡ ଭିଡିଓ କଂଗ୍ରେସ ଏବଂ ଭାଜପା ମଧ୍ୟରେ ନୂଆ ବିବାଦ ସୃଷ୍ଟି କରିଛି। ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରେଡ୍-କାରପେଟରେ ଚା’ ବିକୁଥିବାର ଦେଖାଯାଇଛି। କଂଗ୍ରେସ ନେତା ରାଗିଣୀ ନାୟକ ଏହାକୁ ଇନ୍ଷ୍ଟାଗ୍ରାମରେ ଶେୟାର...