ଟାଟା-ଏର୍ନାକୁଲମ୍ ଏକ୍ସପ୍ରେସ୍ରେ ହଠାତ୍ ଲାଗିଲା ନିଆଁ: ଜଳିଗଲା ୨ ବଗି ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍ର B1 ଏବଂ M2 ବଗିରେ ହଠାତ୍ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ ଯୋଗୁ ଟ୍ରେନ୍ ଭିତରେ ଆତଙ୍କ ସୃଷ୍ଟି ହୋଇଛି। କିନ୍ତୁ ସମୟ ମଧ୍ୟରେ ଅନେକ...