ହେବ ନାହିଁ କି ଯୁଦ୍ଧ! ଭାରତର ମିତ୍ର ଦେଶ ନିକଟରେ ପହଞ୍ଚି ଫୁସୁଲାଇଲାଣି ପାକିସ୍ତାନ, ଉଠାଇଲାଣି ତାସକେଣ୍ଡ କଥା ଇସଲାମାବାଦ,୫।୫: ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହିତ ଉତ୍ତେଜନା ହ୍ରାସ କରିବା ପାଇଁ ମସ୍କୋରେ ଥିବା ପାକିସ୍ତାନର ରାଷ୍ଟ୍ରଦୂତ ରୁଷିଆର ସାହାଯ୍ୟ ଲୋଡ଼ିଛନ୍ତି। ସୂଚନାଯୋଗ୍ୟ, ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏକ...