ଚାଇନାକୁ ପାନେ ଦେବାକୁ ଟ୍ରମ୍ପଙ୍କ ନୂଆ ଚାଲ୍: ୩ ବର୍ଷ ପାଇଁ… ଓ୍ବାଶିଂଟନ୍,୧୯।୪:ଆମେରିକାର ଟ୍ରମ୍ପ ପ୍ରଶାସନ ଚାଇନା ଜାହାଜ ଉପରେ ନୂତନ ବନ୍ଦର ଟିକସ (Port Fees) ଲାଗୁ କରିବାର ଘୋଷଣା କରିଛି। ଏହା ପୁଣି ଥରେ ଆମେରିକା ଏବଂ ଚାଇନା ମଧ୍ୟରେ ବାଣିଜ୍ୟ ଉତ୍ତେଜନାକୁ ବୃଦ୍ଧି କରିପାରେ। ଆମେରିକା ବାଣିଜ୍ୟ ପ୍ରତିନିଧି...