ଅଲମ୍ପିକ୍ସ ଷ୍ଟାଣ୍ଡ୍ରେ ନଜର ଆସିଲେ ତାପସୀ ପନ୍ନୁ, ଉଡ଼ାଇଲେ ତ୍ରିରଙ୍ଗା ନୂଆଦିଲ୍ଲୀ, ୩୧।୦୭: ବଲିଉଡର ଫେମସ୍ ଅଭିନେତ୍ରୀ ତାପସୀ ପନ୍ନୁ ଆଜିକାଲି ଛୁଟିରେ ଅଛନ୍ତି। ପ୍ୟାରିସରେ ଏବେ ଅଲମ୍ପିକ୍ସ ଚାଲିଥିବା ବେଳେ ତାଙ୍କୁ ପା୍ୟାରିସ୍ର ରାସ୍ତାରେ ଦେଖିବାକୁ ମିଳୁଛି । ତାପସୀ ପ୍ୟାରିସ ଭ୍ୟାକେସନ୍କୁ ସମ୍ପୂର୍ଣ୍ଣ ଉପଭୋଗ କରୁଥିବା ଦେଖିବାକୁ ମିଳିବ...