ତାମିଲନାଡୁ ଦଳାଚକଟା ଘଟଣାର ରିପୋର୍ଟ ମାଗିଲା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଅଭିନେତା ବିଜୟଙ୍କୁ ହୋଇପାରେ ପଚରା ଉଚରା ନୂଆଦିଲ୍ଲୀ,୨୮।୯: ତାମିଲନାଡୁର କରୁରରେ ତାମିଲଗା ଭେଟ୍ରି କାଝାଗାମ (ଟିଭିକେ) ମୁଖ୍ୟ ବିଜୟ ଥାଲାପତିଙ୍କ ନିର୍ବାଚନ ରାଲି ସମୟରେ ହୋଇଥିବା ଦଳାଚକଟା ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଶନିବାର ତାମିଲନାଡୁ ସରକାରଙ୍କଠାରୁ ଏକ ବିସ୍ତୃତ ରିପୋର୍ଟ ମାଗିଛି। ସୂତ୍ର ଅନୁଯାୟୀ, ସ୍ବରାଷ୍ଟ୍ର...