ବାହାଘରକୁ ହୋଇଥିଲା ମାତ୍ର ୨ ମାସ, ବାପାଙ୍କୁ ୭ ଅଡିଓ ମେସେଜ୍ କରି ଆତ୍ମହତ୍ୟା କଲେ ଝିଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ ଚେନ୍ନାଇ,୩୦।୬: ତାମିଲନାଡୁର ତିରୁପୁର ଜିଲାର ୨୭ ବର୍ଷୀୟ ରିଧାନ୍ୟଙ୍କ ଆତ୍ମହତ୍ୟା ଖବର ସମଗ୍ର ରାଜ୍ୟକୁ ଥରାଇ ଦେଇଛି। ମୃତ ମହିଳାଙ୍କ ବିବାହ ୨ ମାସ ପୂର୍ବେ ଅର୍ଥାତ୍ ଏପ୍ରିଲରେ କଭିନକୁମାର ନାମକ ଜଣେ ଯୁବକଙ୍କ ସହ ହୋଇଥିଲା। ସେ ଯୌତୁକ...