୫୩ତମ CJI ଭାବେ ଶପଥ ନେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ; କାର୍ଯ୍ୟକାଳ ରହିବ ୧୫ ମାସ ନୂଆଦିଲ୍ଲୀ,୨୪।୧୧: ସୋମବାର ଭାରତର ୫୩ତମ ମୁଖ୍ୟ ବିଚାରପତି (CJI) ଭାବରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଶପଥ ଗ୍ରହଣ କରିଛନ୍ତି। ତାଙ୍କର CJI ଭାବରେ କାର୍ଯ୍ୟକାଳ ୧୫ ମାସ ପାଇଁ ରହିବ। ସେ CJI ଭୂଷଣ ଆର. ଗଭାଇଙ୍କ ସ୍ଥାନରେ କାର୍ଯ୍ୟ କରିବେ।...