ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ୨୯ ହଜାର ଶିକ୍ଷକ ପାଇବେ ଟ୍ୟାବ୍ ନୂଆଦିଲ୍ଲୀ, ୨୩।୧: ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ନୂତନ ଟ୍ୟାବ୍ ଯୋଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ପ୍ରାୟ ୨୯ ହଜାର ଶିକ୍ଷକଙ୍କୁ ନୂତନ ଟ୍ୟାବ୍ ମିଳିବ। ଏଥର ଭଲ କଥା ହେଉଛି ଶିକ୍ଷକମାନଙ୍କୁ ଦିଆଯାଇଥିବା ଟ୍ୟାବରେ ମୁଖ୍ୟମନ୍ତ୍ରୀ କିମ୍ବା...