୯ ବର୍ଷ ପରେ ଟି୨୦ ବିଶ୍ୱକପ୍ ଲାଗି ଯୋଗ୍ୟତା ଅର୍ଜନ କଲା ନେପାଳ ନୂଆଦିଲ୍ଲୀ,୩।୧୧: ନେପାଳ କ୍ରିକେଟ ଟିମ୍ ଟି୨୦ ବିଶ୍ୱକପ୍ ଲାଗି ପୁଣିଥରେ ଯୋଗ୍ୟତା ହାସଲ କରିଛି। ଟିମ୍ ଦୀର୍ଘ ୯ ବର୍ଷ ପରେ ବିଶ୍ୱକପ୍ରେ ଖେଳୁଥିବା ନଜର ଆସିବ। ଏହାପୂର୍ବରୁ ନେପାଳ ଟିମ୍ ୨୦୧୪ରେ ବିଶ୍ୱକପ୍ ଲାଗି କ୍ୱାଲିଫାଏ କରିଥିଲା। ହେଲେ ସେଥିରେ…