ଟି-୨୦ ବିଶ୍ୱକପରେ ପାକିସ୍ତାନ ଖେଳିବ ନା ନାହିଁ? ଏହି ଦିନ ହେବ ନିଷ୍ପତ୍ତି, PCB ମୁଖ୍ୟ କହିଲେ…. ନୂଆଦିଲ୍ଲୀ,୨୭।୧: ୨୦୨୬ ଟି୨୦ ବିଶ୍ୱକପ୍ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବାକୁ ଯାଉଛି । ତଥାପି, ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନୀ କ୍ରିକେଟକୁ ନେଇ ଚାଲିଥିବା ନାଟକ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ପାକିସ୍ତାନ ବିଶ୍ୱକପରେ ଅଂଶଗ୍ରହଣ କରିବ…