Tag Archives: T20 World Cup 2026

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରତିପକ୍ଷ ପାକିସ୍ତାନ ସମ୍ମୁଖରେ ୧୭୧ ରନର ଚ୍ୟାଲେଞ୍ଜିଂ…

T20 World Cup 2026: ICCର ବଡ଼ ନିଷ୍ପତ୍ତି, ମହିଳା T20 ବିଶ୍ୱକପ ବିଜେତାଙ୍କ ଉପରେ ହେବ ଧନ ବର୍ଷା

ନୂଆଦିଲ୍ଲୀ,୧୨।୬: ମହିଳା କ୍ରିକେଟର ବର୍ଦ୍ଧିତ ବିଶ୍ୱ ଲୋକପ୍ରିୟତା ମଧ୍ୟରେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) 2026 ମହିଳା T20 ବିଶ୍ୱକପ ସମ୍ପର୍କରେ ଏକ ପ୍ରମୁଖ ଏବଂ ଐତିହାସିକ ନିଷ୍ପତ୍ତି ନେଇଛି। ଜୁନ ୧୨ରେ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର…

ସଚିନ ରେନ୍ଦୁଲକରଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବୁମ୍‌ରା: ଏହି ମାମଲାରେ…

ନୂଆଦିଲ୍ଲୀ,୧୦।୩: ଟିମ ଇଣ୍ଡିଆର ଟି୨୦ ବିଶ୍ୱକପ ଟାଇଟଲ ବିଜୟରେ ଅନେକ ଖେଳାଳିଙ୍କ ହାତ ଥିଲା। କିନ୍ତୁ ଫାଇନାଲରେ ଏମିତି ଏକ ରେକର୍ଡ ମଧ୍ୟ ସୃଷ୍ଟି ହୋଇଥିଲା, ଯାହା ଏତେଟା ଆଲୋଚନା ହୋଇ ନ ଥିଲା। ଜସପ୍ରୀତ ବୁମରା ତାଙ୍କ ଚମତ୍କାର ବୋଲିଂ…

ଫାଇନାଲ୍‌ ପୂର୍ବରୁ ଏହି କାମ କରିଥିଲେ ଅଭିଷେକ ଶର୍ମା: ବିସ୍ଫୋରକ ବ୍ୟାଟିଂ ପରେ କଲେ ବଡ଼ ଖୁଲାସା

ଅହମ୍ମଦାବାଦ୍‌,୯।୩: ଟି୨୦ ବିଶ୍ୱକପରେ ଲଗାତାର ତିନିଥର ଶୂନରେ ଆଉଟ ହୋଇଥିଲେ ଅଭିଷେକ ଶର୍ମା। କିନ୍ତୁ ସେ ଟି୨୦ ବିଶ୍ୱକପ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ୨୧ ବଲ୍‌ରେ ୫୨ ରନ କରିଥିଲେ।…

ଭାରତର ଐତିହାସିକ ବିଜୟ ପରେ ବିରାଟ କୋହଲି କହିଦେଲେ ଏମିତି: ଦେଶରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୯।୩: ଟି-୨୦ ବିଶ୍ୱକପ ଫାଇନାଲରେ ଭାରତର ଐତିହାସିକ ବିଜୟ ପରେ, ସାରା ଦେଶରେ ସେଲିବ୍ରେଶନ୍‌ ପାଳନ କରାଯାଇଥିଲା। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳୁଥିବା ଭାରତୀୟ ଦଳ ଏକ ଉଲ୍ଲେଖନୀୟ ପ୍ରଦର୍ଶନ କରି ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଥିଲା।…

ଟିମ ଇଣ୍ଡିଆ ବିଶ୍ୱକପ ଜିତିବା ପରେ ଲଜ୍ଜାରେ ପାକିସ୍ତାନର ମୁହଁ ହୋଇଗଲା ଲାଲ! ଶାହିଦ ଆଫ୍ରିଦି, ସୋଏବ ଅଖତର,ମହମ୍ମଦ ଆମିର କହିଲେ…

ନୂଆଦିଲ୍ଲୀ,୯।୩: ୨୦୨୬ ଟି-୨୦ ବିଶ୍ୱକପରେ ଭାରତର ଐତିହାସିକ ବିଜୟ ପରେ, କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ଟିମ ଇଣ୍ଡିଆକୁ ପ୍ରଶଂସା କରାଯାଉଛି। ଭାରତ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଛି। ଏହି…

IND VS NZ: ଫାଇନାଲ ମ୍ୟାଚ ଉପରେ ୪,୫୦୦ ପୋଲିସ କର୍ମଚାରୀଙ୍କ ସହ ନଜର ରଖିବ ୩୦୦ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ T20 ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ନରେନ୍ଦ୍ର ମୋଦି ଷ୍ଟାଡିୟମ ହେଉଛି ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମ, ଯାହାର କ୍ଷମତା ୧୩୨,୦୦୦। ଏହି ଫାଇନାଲ…

ବୁମରାଙ୍କ ବ୍ରହ୍ମାସ୍ତ୍ର ଆଗରେ ସବୁ ଫେଲ୍‌! କେଉଁ ସ୍ପେଶାଲ୍ ପ୍ଲାନରେ ବ୍ୟାଟରଙ୍କୁ ନାକେଦମ୍ କରୁଛନ୍ତି ଏହି ୟର୍କର କିଙ୍ଗ?

ନୂଆଦିଲ୍ଲୀ,୬।୩: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍‌ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ସେମିଫାଇନାଲରେ ଏକ ହାଇ-ସ୍କୋରିଂ ମ୍ୟାଚ୍‌ରେ ଭାରତ ୭ ରନରେ ବିଜୟୀ…

T୨୦ ବିଶ୍ୱକପ୍‌ ଜିତିବାକୁ ହେଲେ ଅଭିଷେକ-ବରୁଣଙ୍କୁ ବାହାର କର…ଦଳ ପାଇଁ ବୋଝ ପାଲଟିଲେଣି ବିଶ୍ୱର ନଂ-୧ ଖେଳାଳି 

ନୂଆଦିଲ୍ଲୀ,୬।୩: ଟି-୨୦ ବିଶ୍ୱକପ୍‌ ୨୦୨୬ର ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି। ଏହି ବିଜୟ ସହ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଥିବା ବେଳେ ଟିମ ମ୍ୟାନେଜମେଣ୍ଟ ପାଇଁ କିଛି ଗମ୍ଭୀର ସମସ୍ୟା ମଧ୍ୟ ସାମ୍ନାକୁ ଆସିଛି।…

ଇତିହାସ ରଚିଲା ଭାରତ: ଭାଙ୍ଗିଗଲା ବିଶ୍ୱରେକର୍ଡ, କ୍ରିକେଟ ଇତିହାସରେ ପ୍ରଥମଥର ଘଟିଲା…

ମୁମ୍ବାଇ,୬।୩: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଟି୨୦ ବିଶ୍ୱକପ ୨୦୨୬ର ଦ୍ୱିତୀୟ ସେମିଫାଇନାଲ କ୍ରିକେଟ ଇତିହାସର ସବୁଠାରୁ ରୋମାଞ୍ଚକର ଏବଂ ଉଚ୍ଚ ସ୍କୋରିଂ ମ୍ୟାଚ ମଧ୍ୟରୁ ଗୋଟିଏ ପ୍ରମାଣିତ ହୋଇଥିଲା। ଭାରତ ଇଂଲଣ୍ଡକୁ ମାତ୍ର ୭ ରନରେ ପରାସ୍ତ କରି ଫାଇନାଲକୁ…

ମ୍ୟାଚ ସମୟରେ ଦ୍ବନ୍ଦ୍ବରେ ପଡିଗଲେ ସୂର୍ଯ୍ୟକୁମାର ଯାଦବ, ଗୌତମ ଗମ୍ଭୀରଙ୍କୁ ସାହାଯ୍ୟ ମାଗିବା ପରେ ଚମତ୍କାର….

ନୂଆଦିଲ୍ଲୀ,୬।୩:ଭାରତ ୭ ରନରେ ଜିତି ଫାଇନାଲରେ ପ୍ରବେଶ କରିଛି । ଭାରତୀୟ ବ୍ୟାଟସମ୍ୟାନମାନେ ଦମଦାର ପ୍ରଦର୍ଶନ କରି ୨୦ ଓଭରରେ ୭ ୱିକେଟରେ ୨୫୩ ରନ କରିଥିଲେ । ଯାହା ପରେ ଇଂଲଣ୍ଡ ୨୦ ଓଭରରେ ୭ ୱିକେଟରେ ୨୪୬ ରନ…

ଅକ୍ଷର ପଟେଲ ସାଜିଲେ ‘ସୁପରମ୍ୟାନ୍‌’: ୨୪ ମିଟର ପଛକୁ ଦୌଡ଼ି ଧରିଲେ ଏମିତି ଅସମ୍ଭବ କ୍ୟାଚ୍‌, ସ୍ତବ୍ଧ ହୋଇଗଲା…

ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍‌ ୨୦୨୬ର ପ୍ରତିଟି ମ୍ୟାଚରେ ଚମତ୍କାର କ୍ୟାଚ୍‌ ଦେଖିବାକୁ ମିଳୁଛି। କିନ୍ତୁ ସେମିଫାଇନାଲ ଭଳି ହାଇ-ଭୋଲଟେଜ ମ୍ୟାଚ୍‌ରେ ଅକ୍ଷର ପଟେଲ ଯେଉଁ କ୍ୟାଚ ଧରିଛନ୍ତି, ତାହା କ୍ରିକେଟ ପ୍ରେମୀଙ୍କୁ ଚକିତ କରିଦେଇଛି। ଇଂଲଣ୍ଡ ଅଧିନାୟକ ହ୍ୟାରୀ ବ୍ରୁକ୍‌ଙ୍କୁ ଆଉଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri