T20 WC: ବାଂଲାଦେଶକୁ ମହଙ୍ଗା ପଡ଼ିଲା ଭାରତଠାରୁ ପଙ୍ଗା ନେବା, କୋଟି କୋଟି ଟଙ୍କାର କ୍ଷତି…, ଗୋଟିଏ ଝଟକାରେ ଶେଷ ହେଲା ସ୍ପନସରଶିପ! ନୂଆଦିଲ୍ଲୀ,୧୨।୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ବଢୁଥିବା ଉତ୍ତେଜନାର ପ୍ରଭାବ ଏବେ କ୍ରୀଡ଼ା କ୍ଷେତ୍ର ଏବଂ ବ୍ୟବସାୟିକ ମହଲରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ରିପୋର୍ଟ ଅନୁଯାୟୀ, ବାଂଲାଦେଶ ପୁଣି ଥରେ ବଡ଼ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରେ। ଏକ ଲୋକପ୍ରିୟ ଭାରତୀୟ…