T20 Pakistan Vs India: ପାକିସ୍ତାନୀ କହିଲେ, ‘ମରିବୁ ପଛେ, ହେଲେ…’ ଇସଲାମାବାଦ,୨।୨: ପାକିସ୍ତାନ ସରକାର ୨୦୨୬ ଟି-୨୦ ବିଶ୍ୱକପ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ଘୋଷଣା କରିଛି ଯେ ଦଳ ଫେବୃଆରୀ ୧୫ ରେ ଭାରତ ବିପକ୍ଷରେ ଖେଳିବ ନାହିଁ। ଏହି ନିଷ୍ପତ୍ତି ପରେ, ପାକିସ୍ତାନରେ ଏହି ପ୍ରସଙ୍ଗରେ ଆଲୋଚନା…