ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଅତ୍ୟଧିକ ଚାପ ପକାଯାଉଛି; ସୟଦ ମୁସ୍ତାକ ଅଲି ଟ୍ରଫିରେ ଅଧିନାୟକ ଦାୟିତ୍ୱ ଦେବା ଏକ ଅତ୍ୟନ୍ତ ଖରାପ ନିଷ୍ପତ୍ତି
ନୂଆଦିଲ୍ଲୀ,୧୬।୧୧: ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ବିହାର ଦଳର ଅଧିନାୟକ ଭାବରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ନିଯୁକ୍ତ କରିବାର ନିଷ୍ପତ୍ତି ଅତ୍ୟନ୍ତ ଅପରିପକ୍ୱ ଏବଂ ତରବରିଆ ଅଟେ। ନିଜର ଧୂଆଁଧାର ବ୍ୟାଟିଂ ଦ୍ୱାରା କ୍ରିକେଟ ଜଗତରେ ନିଜର ସ୍ବତନ୍ତ୍ର…
ପ୍ରଥମ ମ୍ୟାଚରେ ଫେଲ୍ ମାରିଲେ ବୈଭବ, ଛକା-ଚୌକା ବର୍ଷା କଲେ ସୂର୍ଯ୍ୟକୁମାର, ଫ୍ୟାନ୍ସ ତାଜୁବ
ନୂଆଦିଲ୍ଲୀ,୧୪।୧୧: ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫିର ଧମାକାଦାର ଆରମ୍ଭ ହୋଇଛି। ଆଜି ସୂର୍ଯ୍ୟକୁମାର ଯାଦବଙ୍କଠାରୁ ଆରମ୍ଭ କରି ବୈଭବ ସୂର୍ଯ୍ୟବଂଶୀ ଓ ଶିବମ ଦୁବେଙ୍କ ଭଳି ନାମୀ ଖେଳାଳି ମୈଦାନକୁ ଓହ୍ଲାଇଥିଲେ। ଗୋଟିଏ ପଟେ ସୂର୍ଯ୍ୟକୁମାର ଯାଦବଙ୍କ ୬୦ ରନର…
ମାତ୍ର ୧୫ ବର୍ଷ ବୟସରେ ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ ବିଶ୍ୱରେକର୍ଡ
ଇନ୍ଦୋର,୧୪।୧୧:ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟ୍ର ଯୁବ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ ଐତିହାସିକ ଉପଲବ୍ଧି ହାସଲ କରିଛନ୍ତି। ଶନିବାର ଇନ୍ଦୋରର ହୋଲକର ଷ୍ଟାଡିୟମରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଉଦ୍ଘାଟନୀ ମ୍ୟାଚ୍ରେ ସୌରାଷ୍ଟ୍ର ବିପକ୍ଷରେ ବିହାର ଦଳର…
ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ
ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଝାଡ଼ଖଣ୍ଡ ୬୯ ରନରେ ହରିୟାଣାକୁ ପରାସ୍ତ କରି ପ୍ରଥମ ଥର ପାଇଁ…
ଓଡ଼ିଶାରେ ଟି-୨୦ ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିବ ବଡ ଦାୟିତ୍ୱ
ମୁମ୍ବାଇ,୨୧।୧୧: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆଗାମୀ ୨୦୨୫-୨୬ ସୟଦ ମୁସ୍ତାକ ଅଲି ଟ୍ରଫି (SMAT) ରେ ମୁମ୍ବାଇ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍…
ସୟଦ ମୁସ୍ତାକ ଅଲୀ ଟି ୨୦ ଟୁର୍ନାମେଣ୍ଟ: ବରୋଦାକୁ ହରାଇ ପଞ୍ଜାବ ଚାମ୍ପିୟନ
ମୋହାଲି,୬ା୧୧: ଅନମୋଲ୍ପ୍ରୀତ୍ ସିଂଙ୍କ ଶତକ ଓ ଅର୍ଶଦୀପ ସିଂଙ୍କ ୪ ଉଇକେଟ ସଫଳତା ବଳରେ ବରୋଦାକୁ ୨୩ ରନ୍ରେ ପରାସ୍ତ କରି ସୟଦ ମୁସ୍ତାକ ଅଲୀ ଟି ୨୦ ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ପଞ୍ଜାବ। ମୋହାଲିରେ ଖେଳା ଯାଇଥିବା…

