ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ ବନ୍ଦ ହେବା ଗଞ୍ଜାମବାସୀଙ୍କୁ ଚିନ୍ତାରେ ପକାଇଛି। ସାନିଟେସନ ଏକ୍ସପର୍ଟ ଏନ୍ଏସିରେ କାର୍ଯ୍ୟରତ କିଛି…