ପ୍ରେମିକାଙ୍କୁ ସ୍ବାଟ ସୁରକ୍ଷା ଦେଇ ଫସିଲେ FBI ମୁଖ୍ୟ କାଶ ପଟେଲ ଓ୍ବାଶିଂଟନ,୨୪।୧୧: ଭାରତୀୟ-ଆମେରିକୀୟ ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ (FBI) ମୁଖ୍ୟ କାଶ ପଟେଲ ତାଙ୍କ ଗାୟିକା ପ୍ରେମିକା ଆଲେକ୍ସିସ ୱିଲକିନ୍ସଙ୍କୁ ହାଇ-ପ୍ରୋଫାଇଲ SWAT ସୁରକ୍ଷା ପ୍ରଦାନ କରି ସମସ୍ୟାରେ ପଡ଼ିଛନ୍ତି। ଅନେକ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ପୂର୍ବରୁ ଯାଞ୍ଚର ସମ୍ମୁଖୀନ...