Tag Archives: suspended

ନବୀନଙ୍କୁ ନେଇ ଏମିତି କହିଲେ ଅରବିନ୍ଦ, ମୋ’ ନାଁରେ ଯାହା କହିଛନ୍ତି…

ଭୁବନେଶ୍ୱର,୨୪ା୧: ପାଟକୁରା ଡେରାବିଶ ବ୍ଲକରେ ଶନିବାର ଶକ୍ତି ପ୍ରଦର୍ଶନ କରିଛନ୍ତି ନିକଟରେ ବିଜେଡିରୁ ବିଦା ହୋଇଥିବା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ଏକ ମୋଟରସାଇକେଲ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ଯାଇ ଅରବିନ୍ଦ ଚାନ୍ଦୋଳ ବଜାର, କାକଟିଆ ଛକ ଦେଇ ଗଣେଶ୍ୱରପୁରରେ…

ପାକିସ୍ତାନରେ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ଇସଲାମାବାଦ,୪।୧୧: ରାଷ୍ଟ୍ରାୟତ୍ତ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA)ର କାର୍ଯ୍ୟ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଇଞ୍ଜିନିୟରମାନେ ବିମାନ ପାଇଁ ଉଡ଼ାଣ କ୍ଲିୟରାନ୍ସକୁ ସ୍ଥଗିତ ରଖିଛନ୍ତି। ଏହା ୧୨ ରୁ ଅଧିକ PIA ଅନ୍ତର୍ଜାତୀୟ ବିମାନକୁ ପ୍ରଭାବିତ କରିଛି। ପାକିସ୍ତାନର ବିଭିନ୍ନ ବିମାନବନ୍ଦରରେ…

ନିଲମ୍ବିତ ହେଲେ ଥାନାଧିକାରୀ, ମାତ୍ର ୫ ମାସ ୨୦ ଦିନରେ…

ଛତ୍ରପୁର,୧୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତିଙ୍କୁ ଓଡ଼ିଶା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନିଲମ୍ବନ କରିଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ସମୟରେ ବ୍ରହ୍ମପୁର ଆଇଜି କାର୍ଯ୍ୟାଳୟରେ ରହିବେ। ଚମାଖଣ୍ଡି ଆଇଆଇସି ସବ୍ୟସାଚୀ ମଲ୍ଲଙ୍କୁ…

ମହଙ୍ଗା ପଡ଼ିଲା ଦୁର୍ବ୍ୟବହାର, ଅମିନଙ୍କୁ ନିଲମ୍ବନ କଲେ ଜିଲାପାଳ

ରେଢ଼ାଖୋଲ,୧୬ା୧୧(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢ଼ାଖୋଲ ଜୋନ୍‌-୨ର ଜିଲାପରିଷଦ ସଭ୍ୟ ଶରତ କୁମାର ପ୍ରଧାନଙ୍କୁ ତହସିଲଦାର ଦେବାଶିଷ ପାତ୍ର ଓ ଅମିନ କୁଳମଣି ନାଏକ ଦୁର୍ବ୍ୟବହାର କରି କାର୍ଯ୍ୟାଳୟରୁ ବାହାର କରିଦେବା ଘଟଣାରେ ଜିଲାପାଳ ଅମିନଙ୍କୁ ନିଲମ୍ବନ କରିଛନ୍ତି। ତେବେ ତହସିଲଦାରଙ୍କ…

୧୧ ଜଣ ପୋଲିସ୍‌ଙ୍କୁ ନିଲମ଼୍ବନ ଆଦେଶ ଦେଲେ ଏସ୍‌ପି, ଗଞ୍ଜେଇ ମାଫିଆଙ୍କ ସହ…

କୋରାପୁଟ, ୧୪।୦୮(ଅନୀତା ବେହେରା): କୋରାପୁଟ ପୋଲିସ୍‌ ଅଧିକ୍ଷକଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । ୧୧ ପୋଲିସ୍‌ କର୍ମଚାରୀଙ୍କୁ ନିଲମ଼୍ବନ ଆଦେଶ ଦେଇଛନ୍ତି ଏସ୍‌ପି । ଏହି କର୍ମଚାରୀ ଗଞ୍ଜେଇ ମାଫିଆଙ୍କୁ ପିଛା କରି ସେମାନଙ୍କ ସହ ଡିଲ କରିଥିବା ଅଭିଯୋଗ ହୋଇଥିଲା ।…

୨ ସବ୍‌-ରେଜିଷ୍ଟ୍ରାରଙ୍କୁ ନିଲମ୍ବନ କଲେ ସରକାର

ଭୁବନେଶ୍ୱର,୭ା୮: ରାଜ୍ୟ ସରକାର ୨ ଜଣ ସବ୍‌-ରେଜିଷ୍ଟ୍ରାରଙ୍କୁ ବୁଧବାର ଚାକିରିରୁ ନିଲମ୍ବିତ କରିଛନ୍ତି। ଜଗତପୁରରେ କାର୍ଯ୍ୟରତ ସବ୍‌-ରେଜିଷ୍ଟ୍ରାର ଆର୍ଯ୍ୟଦୀପ୍ତ ଅରଣ୍ୟକ ସାମନ୍ତରାୟଙ୍କୁ ଜମି ବିକ୍ରିରେ ବେଆଇନ କାରବାର ପାଇଁ ଚାକିରିରୁ ନିଲମ୍ବନ କରାଯାଇଛି। ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri