ୟୁଟ୍ୟୁବ ପୂର୍ବତନ ସିଇଓଙ୍କ ପରଲୋକ; ଚାକିରି ପୂର୍ବରୁ ଭାରତରେ କରୁଥିଲେ ସାମ୍ବାଦିକତା ନୂଆଦିଲ୍ଲୀ,୧୦ା୮: ୟୁଟ୍ୟୁବ ପୂର୍ବତନ ସିଇଓ ତଥା ଗୁଗୁଲ ଇତିହାସର ଏକ ପ୍ରମୁଖ ବ୍ୟକ୍ତି ସୁଜନ ୱୋଜିକ୍କି ଦୁଇ ବର୍ଷ ଧରି କର୍କଟ ରୋଗ ସହ ଲଢ଼ିବା ପରେ ମୃତ୍ୟୁ ବରଣ କରିଛନ୍ତି। ଆଲଫାବେଟ ଏବଂ ଗୁଗୁଲର ସିଇଓ ସୁନ୍ଦର ପିଚାଇ...