ଶୀତ ଲହରୀ ମଧ୍ୟରେ ସକାଳୁ ରାଜଧାନୀରେ ଅଚାନକ ବର୍ଷା, ଆହୁରି ହ୍ରାସ ପାଇବ ତାପମାତ୍ରା ନୂଆଦିଲ୍ଲୀ,୯।୧: ପ୍ରବଳ ଶୀତ ଲହରୀ ଜାରି ରହିଥିବାବେଳେ ଶୁକ୍ରବାର ସକାଳୁ ଦିଲ୍ଲୀ ଏବଂ ଏନସିଆର’ର କିଛି ଅଞ୍ଚଳରେ ହଠାତ୍ ବର୍ଷା ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଏହି ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରିନଥିଲେ। IMD ଶୁକ୍ରବାର ପରବର୍ତ୍ତୀ ଦୁଇ…