କରୋନାକୁ ନେଇ ପୁଣି ଚାଇନାର ନୂଆ ଚାଲ୍: ବିଶ୍ୱରେ ହଇଚଇ ବେଜିଂ,୨୬।୫: ପୁଣିଥରେ ଭାରତ ସମେତ ସମଗ୍ର ବିଶ୍ୱରେ ପାଦ ଦେଇଛି କରୋନା। ଗତ ଥର ପରି, ଏଥର ମଧ୍ୟ ଏହାର କେନ୍ଦ୍ର ଚାଇନା ବୋଲି ମନେ ହେଉଛି। କିନ୍ତୁ ଚାଇନା ପୁଣିଥରେ ସଂଖ୍ୟା ସହିତ ଖେଳୁଛି। ଚାଇନାରେ କୋଭିଡ-୧୯ ସଂକ୍ରମଣ ଶୀର୍ଷରେ…