ଗୋଟିଏ ଦିନରେ ଦୁଇଟି ଭିନ୍ନ ଭିନ୍ନ ଦେଶରେ ଖେଳିବ ଟିମ୍ ଇଣ୍ଡିଆ, ପ୍ରଶଂସକଙ୍କ ପାଇଁ ସୁପର ସଣ୍ଡେ ନୂଆଦିଲ୍ଲୀ,୧୮।୧୦: ୱେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜ ପରେ, ଟିମ ଇଣ୍ଡିଆ ଏବେ ବ୍ଲୁ ଜର୍ସିରେ ଚମତ୍କାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ। ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ପର୍ଥରେ ଅଷ୍ଟ୍ରେଲିଆ ସହିତ ମୁକାବିଲା...