ଖରାରୁ ଆସିବା ପରେ କିଛି ସମୟ ପାଇଁ କାହିଁକି ଦିଶେ ଅନ୍ଧାର, ଜାଣନ୍ତୁ କ’ଣ ରହିଛି ବୈଜ୍ଞାନିକ କାରଣ… ଶୀତଋତୁରେ ସୂର୍ଯ୍ୟ ସ୍ନାନ କରିବାକୁ କିଏ ବା ପସନ୍ଦ ନ କରନ୍ତି। ସମସ୍ତେ ନିଜର ଅଧିକାଂଶ ଦୈନନ୍ଦିନ କାମ ଖରାରେ ବସି କରିବାକୁ ଚାହାନ୍ତି । ମାତ୍ର ଗ୍ରୀଷ୍ମ ଋତୁରେ ସୂର୍ଯ୍ୟକୁ ଆଦୌ ପସନ୍ଦ କରାଯାଏ ନାହିଁ। ଗ୍ରୀଷ୍ମ ଋତୁରେ, ଅଧିକ…