ଧରିତ୍ରୀ ପ୍ରଭାବ: ଅସୁରକ୍ଷିତ ସୁଲୁମାହା ଜଙ୍ଗଲ, ନିର୍ଭୟରେ ଗଛ କଟା ଖବର ପ୍ରକାଶ ପରେ ତତ୍ପରତା ଦେଖାଇଲା ବନବିଭାଗ ଦାରିଙ୍ଗବାଡ଼ି,୧୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳର ସୁଲୁମାହା ଜଙ୍ଗଲ ଅସୁରକ୍ଷିତ ଓ ଦୁର୍ବୃତ୍ତମାନେ ବେଧଡ଼କ ମୂଲ୍ୟବାନ ଗଛକାଟି ନେଇଯାଉଥିବା ଘଟଣାରେ ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରା ଆକ୍ସନ ମୋଡ୍କୁ ଆସିଛନ୍ତି। ଏନେଇ ଧରିତ୍ରୀ ପୋର୍ଟାଲରେ ବୁଧବାର ସକାଳେ...