ପରିବା ଉଜାଡିଦେଲା ସଂସାର; ଘରୁ ଲୁଚି ବିବାହ କରିଥିଲେ, ଏବେ ମିଳିଲା… ନୂଆଦିଲ୍ଲୀ,୧୩।୧: ବିହାରର ସୁପୌଲରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଜଣେ ୨୦ ବର୍ଷୀୟ ବୋହୂ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପରିବାରରେ ପନିପରିବା ସରିଯିବାକୁ ନେଇ କଳହ ଯୋଗୁଁ ଏହି ଆତ୍ମହତ୍ୟା ହୋଇଥିବା କୁହାଯାଉଛି। ଏହି...