ଭାଜପାକୁ ଲାଗିଲା ଶକ୍ତ ଝଟକା! ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟିରେ ସାମିଲ ହେଲେ ସୁଧୀର ଶର୍ମା ପାଟନା,୧।୮: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ନେତାମାନଙ୍କ ଦଳବଦଳର ଖେଳ ମଧ୍ୟ ଆରମ୍ଭ ହୋଇଯାଇଛି। ଭାଜପାର ଜଣେ ପୁରୁଣା ଏବଂ ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର କୁମାର ଶର୍ମା ଶୁକ୍ରବାର (୦୧ ଅଗଷ୍ଟ, ୨୦୨୫)…