ପଟ୍ଟାଙ୍ଗି,୨୨।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନସ୍ଥ ସୀମାନ୍ତ କୋଟିଆ ପଞ୍ଚାୟତରେ ପ୍ରଶାସନିକ ସକ୍ରିୟତା ଦେଖିବାକୁ ମିଳିଛି। ଆନ୍ଧ୍ର ପ୍ରଦେଶର ଆଗାମୀ ନିର୍ବାଚନ ପୂର୍ବରୁ…