ଉପଜିଲାପାଳଙ୍କ ଗାଡ଼ିକୁ ବାଲି ବୋଝେଇ ଟ୍ରକ ଧକ୍କା ଦେବା ମାମଲା: ସରପଞ୍ଚଙ୍କ ସମେତ ୨ ଗିରଫ ବରଗଡ଼,୧୮।୧: ପଦ୍ମପୁର ଉପଜିଲାପାଳ ସ୍ନେହା ଅରୁଗୁଲାଙ୍କ ଗାଡ଼ିକୁ ବାଲି ବୋଝେଇ ଟ୍ରକ୍ ଧକ୍କା ଦେବା ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭଇଁସାଦରହା ସରପଞ୍ଚ ମନୋଜ ପ୍ରଧାନ ଏବଂ ତାଙ୍କ ସହଯୋଗୀ ଅଜହରୁଦ୍ଦିନ ଖାନ।...