ରାସ୍ତାରେ ବସି ପାଠ ପଢ଼ିଲେ ପିଲା, ଯାତାୟାତ ଠପ୍ ଗୋପବନ୍ଧୁ ନଗର,୩ା୯(ଶାନ୍ତନୁ କୁମାର ମଢୁଆଳ): ଗୋପବନ୍ଧୁ ନଗର ବ୍ଲକ ଜୟପୁର ପଞ୍ଚାୟତ ପୁରଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ବିପଦପୂର୍ଣ୍ଣ ଶ୍ରେଣୀ ଗୃହକୁ ନେଇ ମଙ୍ଗଳବାର ଅଭିଭାବକମାନେ ନିଜ ନିଜ ପିଲାମାନଙ୍କ ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ପାଠପଢ଼ା ବ୍ୟାହତ...