ଛାତ୍ରୀଛାତ୍ରଙ୍କ ପୋଷାକରେ ଅନିୟମିତତା: ଧାରଣାରେ ବସିଲା ମହିଳା ମଞ୍ଚ ଭଦ୍ରକ,୧ା୫(ସନାତନ ରାଉତ): ମୁଖ୍ୟମନ୍ତ୍ରୀ ପୋଷାକ ପରିଧାନ ଯୋଜନାରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପୋଷାକ ଅନିୟମିତତା ବିରୋଧରେ ଭଦ୍ରକ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ସ୍ବୟଂ ସହାୟିକା ଗୋଷ୍ଠୀ ମହାମଞ୍ଚର ମହିଳାମାନେ। ବିଦ୍ୟାଳୟକୁ ପୋଷାକ ଯୋଗାଇବା ପାଇଁ ମହିଳା…