ସ୍କୁଲରେ ଖେଳିବା ସମୟରେ ୯ ବର୍ଷର ଝିଅକୁ ଆସିଲା ହାର୍ଟଆଟାକ୍, ତାପରେ… ଜୟପୁର,୨୬।୨: ରାଜସ୍ଥାନର ନାଗୌର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗୋଟାନ ସହରର ଏକ ସ୍କୁଲରେ ଏକ ଦୁଃଖଦ ଘଟଣା ଘଟିଛି । ହୃଦଘାତରେ ଜଣେ ଝିଅର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ସ୍କୁଲରେ ଖେଳୁଥିବା ସମୟରେ…