‘ପାଣି ଦିଅ ନଚେତ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ’… ଏମିତି ବୟାନ ପରେ ପାକିସ୍ତାନକୁ ଭାରତ ଦେଲା କଡ଼ା ଜବାବ ନୂଆଦିଲ୍ଲୀ/ଇସଲାମାବାଦ,୨୬।୬: ‘ଯଦି ସିନ୍ଧୁ ନଦୀର ପାଣି ବନ୍ଦ କରିଦିଆଯାଏ, ତେବେ ଆମେ ସମସ୍ତ ଛଅଟି ନଦୀକୁ କବଜା କରିବୁ, ଯୁଦ୍ଧରୁ ମଧ୍ୟ ପଛକୁ ହଟିବୁ ନାହିଁ…’ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମୁଖ୍ୟ ଏବଂ ପୂର୍ବତନ ପାକ ବୈଦେଶିକ ମନ୍ତ୍ରୀ...