ଜାରକା ବଜାରରୁ ସୁଧୁରୁନି ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା ଧର୍ମଶାଳା,୨୪ା୯(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ଜାରକା ଅଞ୍ଚଳରେ ଅନେକ ସମୟରେ ଅଧା ଆଲୁଅ ଅଧା ଅନ୍ଧାର ଭଳି ପରିସ୍ଥିତି ଦେଖିବାକୁ ମିଳୁଛି। କାରଣ ରାସ୍ତା ପାର୍ଶ୍ୱରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ଗୁଡ଼ିକ ମାସରେ ଅଧା ଦିନ ଜଳିଲେ ଅଧା ଦିନ ବନ୍ଦ ରହୁଛି।…