ବୁଲା ,କୁକୁର ମାମଲାରେ ରାୟ ବଦଳାଇଲେ ସୁପ୍ରିମକୋର୍ଟ, ଏମିତି କଲେ ହେବ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୨୨ା୮: ସୁପ୍ରିମକୋର୍ଟ ଶୁକ୍ରବାର ଦିଲ୍ଲୀ-ଏନସିଆରରେ ପାଗଳ କୁକୁରଙ୍କ ସମ୍ପର୍କିତ ଅଗଷ୍ଟ ୮ର ଆଦେଶକୁ ସଂଶୋଧନ କରି ନିର୍ଦ୍ଦେଶ ଦେଇଛନ୍ତି ଯେ, କୁକୁରଙ୍କୁ ଟିକାକରଣ, ଡିୱର୍ମିଂ ଓ ବନ୍ଧ୍ୟାକରଣ ପରେ ସେହି ଅଞ୍ଚଳକୁ ଛାଡ଼ି ଦିଆଯିବ। ତେବେ, ରେବିଜ୍ ରୋଗୀ ବା...


