ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରାଇଛି: ୪୦ ଥର କହିଲେଣି ଟ୍ରମ୍ପ୍ ନ୍ୟୁୟର୍କ/ଓ୍ବାଶିଂଟନ୍,୨୨ା୯: ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରି ଯୁଦ୍ଧ ବନ୍ଦ କରାଇଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣି ଦୋହରାଇଛନ୍ତି। ଏଥିସହ ସେ ୭ ଯୁଦ୍ଧ ବନ୍ଦ କରାଇଥିବାରୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବା...