ଆଗକୁ ଧନତେରାସ, ଏବେଠାରୁ ଆଉ ମିଳୁନାହିଁ ରୂପା! ଜାଣନ୍ତୁ ଏହାର ମୁଖ୍ୟ କାରଣ ନୂଆଦିଲ୍ଲୀ,୧୭।୧୦: ଦୀପାବଳି ଏବଂ ଅନ୍ୟାନ୍ୟ ଉତ୍ସବ ସମୟରେ ଭାରତରେ ରୂପାର ଚାହିଦା ସବୁବେଳେ ବୃଦ୍ଧି ପାଏ, କିନ୍ତୁ ୨୦୨୫ରେ ରୂପାର ଅଭାବ ନିବେଶକ ଏବଂ ଅଳଙ୍କାର ବ୍ୟବସାୟୀଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ଦେଶରେ ରୂପାର ମୂଲ୍ୟ ବର୍ତ୍ତମାନ ବିଶ୍ୱ...