କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍, ସେନ୍ସେକ୍ସ ହ୍ରାସ ପାଇ… ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍ ବଜାର ହ୍ରାସ ପାଇଛି। ବିଏସ୍ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮ ପଏଣ୍ଟ ହ୍ରାସ ପାଇ ୭୨୫୬୫ରେ ପହଞ୍ଚିଛି। ସେହିପରି ନିଫ୍ଟି ମଧ୍ୟ ୨୬୯ ପଏଣ୍ଟ…