Tag Archives: stampede

କୋଲକାତା ପୂଜା ପେଣ୍ଡାଲରେ ଦଳାଚକଟା: ଚାଲିଗଲା ୧୯ ଜୀବନ

କୋଲକାତା,୧୮ା୧୦: ଉତ୍ତର କୋଲକାତାର ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ପେଣ୍ଡାଲରେ ଶନିବାର ସନ୍ଧ୍ୟାରେ ପ୍ରବଳ ଭିଡ଼ରୁ ଦଳାଚକଟା ଘଟି ୧୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ୧୩ ଜଣ ମହିଳା ଓ ଜଣେ ପିଲା ଅଛନ୍ତି। ଏଥିସହିତ ୩୫ରୁ ଊର୍ଦ୍ଧ୍ୱ ଲୋକ ଆହତ…

ଦୂର୍ଗା ସପ୍ତମୀ ସନ୍ଧ୍ୟାରେ ବଡ଼ ଅଘଟଣ: ଭୁଷୁଡ଼ି ପଡ଼ିଲା ପେଣ୍ଡାଲ; ଦଳାଚକଟାରେ ୧୭ ମୃତ, ଅନେକ…

କୋଲକାତା,୧୭।୧୦: ମହାସପ୍ତମୀ ସନ୍ଧ୍ୟାରେ କୋଲକାତାର ପ୍ରସିଦ୍ଧ ‘ଚୋରବାଗାନ ସାର୍ବଜନୀନ ଦୁର୍ଗୋତ୍ସବ ସମିତି’ ପୂଜା ପଣ୍ଡାଲରେ ଏକ ବଡ଼ଧରଣର ଅଘଟଣ ଘଟିଛି। ମା’ ଦୁର୍ଗାଙ୍କ ଦର୍ଶନ ପାଇଁ ପ୍ରବଳ ଜନଗହଳି ହୋଇଥିବା ବେଳେ ହଠାତ୍ ପ୍ରବଳ ବର୍ଷା କାରଣରୁ ଲୋକେ ଏକାଠି ପଣ୍ଡାଲ…

କଳସ ଯାତ୍ରା ସମୟରେ ଦଳାଚକଟା, ମହିଳା ମୃତ

ଗ୍ବାଲିୟର,୧୦।୨: ମଧ୍ୟ ପ୍ରଦେଶ ଗ୍ବାଲିୟରର ନବଗ୍ରହ ପୀଠ ମନ୍ଦିରରେ ଚାଲିଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ସମୟରେ କଳସ ଯାତ୍ରା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଶୋଭାଯାତ୍ରାରେ ଅଂଶଗ୍ରହଣ କରୁଥିବା ଦୁଇ ମହିଳା ଗୁରୁତର ଆହତ ହୋଇଥିଲେ, ସେମାନଙ୍କ ମଧ୍ୟରୁ କଳାବତୀ…

ମନ୍ଦିରରେ ଭିଡ଼ ଜମାଇଥିଲେ ଶ୍ରଦ୍ଧାଳୁ, ଦଳାଚକଟାରେ ଚାଲିଗଲା ୯ ଜୀବନ

ଅମରାବତୀ,୧ା୧୧: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଦଳାଚକଟା ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ଶ୍ରୀକାକୁଲମ୍‌ ଜିଲା କାସିବୁଗା ସହରରେ ଥିବା ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ଭିତରେ ଏକାଦଶୀ ପର୍ବ ପାଇଁ ପ୍ରବଳ ଭିଡ଼ ଯୋଗୁ ଏପରି ଅଘଟଣ ଘଟିଛି। ରିପୋର୍ଟ ଅନୁଯାୟୀ, କାର୍ତ୍ତିକ…

ବିଜୟ ଥାଲାପତିଙ୍କ ରାଲିରେ କାହିଁକି ହେଲା ଦଳଚକାଟା? ଜାଣନ୍ତୁ ଅସଲ କାରଣ, ୩୧ ଜଣଙ୍କ ମୃତ୍ୟୁ, ୫୮ରୁ ଅଧିକ ଆହତ

କରୁର,୨୭।୯: ତାମିଲନାଡୁର କରୁରରେ ଶନିବାର ରାତିରେ ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଥାଲାପତିଙ୍କ ରାଲି ସମୟରେ ଦଳାଚକଟା ଘଟି ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ପୂର୍ବତନ ରାଜ୍ୟ ମନ୍ତ୍ରୀ ଏବଂ ଡିଏମକେ ନେତା ଭି. ସେନ୍ଥିଲ…

ବେଙ୍ଗାଲୁରୁ ଦଳାଚକଟା ଘଟଣାକୁ ନେଇ ପ୍ରଥମ ପ୍ରତିକ୍ରିୟା ରଖିଲେ ବିରାଟ କୋହଲି, ଜାଣନ୍ତୁ କ’ଣ କହିଲେ

ବେଙ୍ଗାଲୁରୁ,୫।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିଜୟ ପରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏକ ସମ୍ବର୍ଦ୍ଧନା ସମାରୋହର ଆୟୋଜନ କରାଯାଇଥିଲା। ଏହି ସମୟରେ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇଥିଲା। ଏ ସମ୍ପର୍କରେ RCB ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। କୋହଲି…

ଅନୁମାନ ଥିଲା ପହଞ୍ଚିବେ ୨ ଲକ୍ଷ, ପହଞ୍ଚିଗଲେ ୬ ଲକ୍ଷ, RCB Victory Paradeରେ କେଉଁଠି ହେଲା ଭୁଲ? ଜାଣନ୍ତୁ…

ବେଙ୍ଗାଲୁରୁ,୪।୬: ୧୮ ବର୍ଷର ଅପେକ୍ଷା, ଆଇପିଏଲ ଟ୍ରଫି ଏବଂ ସହର ସାରା ଉତ୍ସବ ପାଇଁ ପ୍ରସ୍ତୁତି, କିନ୍ତୁ ଆରସିବିର ଐତିହାସିକ ବିଜୟର ଏହି ଉତ୍ସବ ବୁଧବାର ଏକ ଦୁଃଖଦ ଦୁର୍ଘଟଣାରେ ପରିଣତ ହେଲା, ଯେତେବେଳେ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଭିଡ଼ ନିୟନ୍ତ୍ରଣ…

Video: ତିରୁପତି ମନ୍ଦିରରେ ଦଳାଚକଟା: ୬ ମୃତ, ଅନେକ ଆହତ

ନୂଆଦିଲ୍ଲୀ,୮ା୧: ବୁଧବାର ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରର ବୈକୁଣ୍ଠ ଦ୍ୱାର ଦର୍ଶନ ଟିକେଟ୍ କେନ୍ଦ୍ର ନିକଟରେ ଦଳାଚକଟା ଘଟି ୬ ଜଣ ମୃତ୍ୟୁ ବରଣ କରିଛନ୍ତି। ଖବର ଅନୁସାରେ ସକାଳ ସମୟରେ ହଜାର ହଜାର ଭକ୍ତ ତିରୁପତିଙ୍କ ବିଭିନ୍ନ ଟିକେଟ୍ କେନ୍ଦ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?