SSC ପରୀକ୍ଷାରେ ତ୍ରୁଟି ଓ ଚୟନ ଉପରେ SSC ଅଧ୍ୟକ୍ଷ ଦେଲେ ବଡ ବୟାନ
ନୂଆଦିଲ୍ଲୀ, ୬।୧୧: ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (SSC) ଚେୟାରମ୍ୟାନ୍ ଏସ୍. ଗୋପାଳକ୍ରିଷ୍ଣନ୍ ନିକଟରେ ଅନୁଷ୍ଠିତ SSC ପରୀକ୍ଷା ଚକ୍ରରେ ଦେଖାଦେଇଥିବା ସମସ୍ୟା, ଯେପରିକି ସିଷ୍ଟମ୍ ତ୍ରୁଟି ଏବଂ ପରୀକ୍ଷା କେନ୍ଦ୍ର ଦୂରରେ ପଡ଼ିବା ଆଦି ବିଷୟରେ ସ୍ପଷ୍ଟୀକରଣ ଦେଇଛନ୍ତି। ଏଥିସହ, ଅଭିଯୋଗ…


