ଅପରେଶନ ସିନ୍ଧୁ: ନେପାଳ, ଶ୍ରୀଲଙ୍କା ନାଗରିକଙ୍କୁ ଇରାନରୁ ଫେରାଇ ଆଣିବ ଭାରତ ନୂଆଦିଲ୍ଲୀ,୨୧।୬: ଭାରତ ସରକାରଙ୍କ ଅପରେଶନ ସିନ୍ଧୁ ଅଧୀନରେ ଇରାନରେ ଫସି ରହିଥିବା ୩୧୦ ଜଣ ଭାରତୀୟ ନାଗରିକଙ୍କୁ ନେଇ ଆଉ ଏକ ବିମାନ ଶନିବାର (୨୧ ଜୁନ) ସାରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲା। ଅପରେଶନ ସିନ୍ଧୁ ଅଧୀନରେ, ଭାରତୀୟ ନାଗରିକଙ୍କୁ...