ଟଙ୍କା ଫେରାଇଲେ କାବ୍ୟା ମାରନ୍…IPL ୨୦୨୫ ସ୍ଥଗିତ ରହିବା ଉପରେ ନେଲେ ବଡ଼ ପଦକ୍ଷେପ ନୂଆଦିଲ୍ଲୀ,୯।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବିସିସିଆଇ ଆଇପିଏଲ୍ ୨୦୨୫କୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖିଛି। ଏହି ସମୟ ମଧ୍ୟରେ ହେବାକୁ ଥିବା ସମସ୍ତ ମ୍ୟାଚ୍ ସ୍ଥଗିତ ରଖାଯାଇଛି। ବୋର୍ଡର ଏହି ନିଷ୍ପତ୍ତି...