MCAର ବଡ଼ ସୂଚନା: ମୁମ୍ବାଇ ଛାଡ଼ି ଯିବେ ନାହିଁ ସୂର୍ଯ୍ୟକୁମାର
ମୁମ୍ବାଇ,୩ା୪: ଭାରତୀୟ ଟି୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଛାଡ଼ି ଯାଉ ନାହାନ୍ତି। ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍ସିଏ) ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି। ଜଶସ୍ବି ଜୟସ୍ବାଲ ଆଗାମୀ ଘରୋଇ ସିଜନ ଲାଗି ମୁମ୍ବାଇ ଛାଡ଼ି ଗୋଆ...
IND vs NZ: ଫାଇନାଲରେ ବି ଟସ୍ ହାରିଲେ ରୋହିତ, ବୋଲିଂ କରିବ ଟିମ୍ ଇଣ୍ଡିଆ
ଦୁବାଇ,୯।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଛି। ଏହି ଐତିହାସିକ ମୁକାବିଲାରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏଣୁ ଭାରତ ପ୍ରଥମେ ବୋଲିଂ କରିବ। ତେବେ ଚାମ୍ପିଅନ୍ସ ଟ୍ରଫି...
ଫାଇନାଲ ଖେଳିବେ ଭାରତ-ନ୍ୟୁଜିଲାଣ୍ଡ, ଶେଷ ଯାଏ ଲଢ଼ି ବି ହାରିଗଲା…
ଲାହୋର,୫।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲକୁ ଗଲା ନ୍ୟୁଜିଲାଣ୍ଡ। ବୁଧବାର ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳିଥିବା ଦ୍ୱିତୀୟ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରି ଦଳ ଫାଇନାଲରେ ପ୍ରବେଶ କରିଛି। ଶେଷ ଯାଏ ଲଢ଼ିବା ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଶେଷରେ ୫୦...
IND vs PAK: ଟସ୍ ହାରି ଟିମ୍ ଇଣ୍ଡିଆର ବିଶ୍ୱରେକର୍ଡ, ପାକିସ୍ତାନ କରୁଛି ବ୍ୟାଟିଂ
ଦୁବାଇ,୨୩।୨: ଚାମ୍ପିଅନ୍ସ ଟ୍ରଫିର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଭାରତ-ପାକିସ୍ତାନ। ରବିବାର ଦୁବାଇରେ ଖେଳାଯାଉଥିବା ଏହି ମୁକାବିଲାରେ ପାକିସ୍ତାନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ମ୍ୟାଚ୍ ଲାଗି ପାକିସ୍ତାନରେ ଗୋଟିଏ ପରିବର୍ତ୍ତନ ହୋଇଛି। ଫଖର ଜମାନଙ୍କ ସ୍ଥାନରେ ଇମାମ...
ସିରିଜକୁ ଫେରିଲା ଇଂଲଣ୍ଡ, ଜିତିଲା ତୃତୀୟ ଟି୨୦
ରାଜକୋଟ, ୨୮।୧- ତୃତୀୟ ଟି୨୦ ଜିତିଲା ଇଂଲଣ୍ଡ। ରାଜକୋଟର ନିରଞ୍ଜନ ଶାହା ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଏହି ମ୍ୟାଚରେ ଇଂଲଣ୍ଡ ୨୬ ରନରେ ଭାରତକୁ ପରାସ୍ତ କରିଛି। ଇଂଲଣ୍ଡ ୨୦ ଓଭରରେ ୯ ଉଇକେଟ ହରାଇ ୧୭୧ ରନ କରିଥିଲା।...
ଇଂଲଣ୍ଡ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଲେ ତିଳକ ବର୍ମା
ଚେନ୍ନାଇ,୨୫।୧: ଜବରଦସ୍ତ ଫର୍ମରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍। ଯୁବ ବ୍ୟାଟ୍ସମ୍ୟାନ୍ ତିଳକ ବର୍ମା ଏକାକୀ ଲଢ଼ି ଇଲଂଣ୍ଡଠାରୁ ବିଜୟକୁ ଛଡ଼ାଇ ଆଣିଛନ୍ତି। ଶନିବାର ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ରେ କିଛି ଏଭଳି ଦୃଶ୍ୟ କ୍ରିକେଟ...
ପୁଣି ବିବାଦରେ ବିରାଟଙ୍କ ଲୋକପ୍ରିୟ ରେଷ୍ଟୁରାଣ୍ଟ ‘ଓ୍ବାନ୍ 8 କମ୍ୟୁନ୍’, ବଡ଼ ଅବହେଳା ଯୋଗୁ ମିଳିଲା ନୋଟିସ୍
ବେଙ୍ଗାଲୁରୁ,୨୧।୧୨: ଅଷ୍ଟ୍ରେଲିଆ ଖବରଦାତାଙ୍କ ସହ କଥା କଟାକଟିକୁ ନେଇ ଚର୍ଚ୍ଚାରେ ଥିବା ଭାରତୀୟ କ୍ରିକେଟର ବିରାଟ କୋହଲି ବିବାଦ ଘେରକୁ ଆସିଛନ୍ତି। ବେଙ୍ଗାଲୁରୁରେ ଥିବା ତାଙ୍କର ପ୍ରସିଦ୍ଧ ରେଷ୍ଟୁରାଣ୍ଟ ‘ଓ୍ବାନ୍ ୮ କମ୍ୟୁନ୍’କୁ ନଗର ନିଗମ ତରଫରୁ ନିୟମ ଉଲ୍ଲଂଘନ...
IPL 2025 ପୂର୍ବରୁ ଅଧିନାୟକ ହେଲେ ରିଙ୍କୁ ସିଂ, କ୍ୟାରିୟରରେ ପ୍ରଥମଥର ପାଇଁ…
ନୂଆଦିଲ୍ଲୀ,୨୦।୧୨: ଟିମ୍ ଇଣ୍ଡିଆର ଯୁବ କ୍ରିକେଟର ରିଙ୍କୁ ସିଂଙ୍କୁ ମିଳିଛି ନୂଆ ଦାୟିତ୍ୱ। ଆଇପିଏଲ୍ରେ ଜବରଦସ୍ତ ପ୍ରଦର୍ଶନ ପରେ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ସୁଯୋଗ ମିଳିଥିଲା। ସେ ଭାରତର ଟି୨୦ ଟିମ୍ରେ ନିଜ ସ୍ଥାନ ପକ୍କା କରିଛନ୍ତି। ଏବେ...
‘ମୋ ବାପାଙ୍କୁ କ୍ଷମା କରିଦିଅ’…ସନ୍ନ୍ୟାସ ନେବାର ଦିନକ ପରେ…
ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟ ଶେଷ ହେବା ପରେ ସନ୍ନ୍ୟାସ ଘୋଷଣା କରିଛନ୍ତି ଭାରତୀୟ ଭେଟେରାନ ବୋଲର୍ ରବିଚନ୍ଦ୍ରନ ଅଶ୍ୱିନ। ଧୋନୀଙ୍କ ଭଳି ହଠାତ ତାଙ୍କର ଏଭଳି ଘୋଷଣା ସମସ୍ତଙ୍କୁ ଚମକାଇଛି, କାରଣ ସେ ଏବେ ବି ଭଲ...
ଅଷ୍ଟ୍ରେଲିଆ ଟିମ୍ରେ ଫାଟ! ଏବେ ଡ୍ରେସିଂ ରୁମ୍କୁ ନେଇ ମୁହଁ ଖୋଲିଲେ…
ପର୍ଥ,୨।୧୨: ପର୍ଥ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆ ଟିମ୍କୁ ଶୋଚନୀୟ ଭାବେ ପରାଜିତ କରିଥିଲା। ଯେଉଁ ମଇଦାନରେ ଅଷ୍ଟ୍ରେଲିଆ କେବେ ବି ପରାଜିତ ହୋଇ ନ ଥିଲା, ସେଠାରେ ୨୯୫ ରନ୍ ବ୍ୟବଧାନରେ ହାରିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏସବୁ ମଧ୍ୟରେ...
ଅକ୍ସନରେ ଚହଲଙ୍କୁ ନେବାକୁ ଟଣାଓଟରା: ୯ ଗୁଣା ଅଧିକ ଦାମ୍ ଦେଇ କିଣିନେଲା ଏହି ଟିମ୍…
ଦୁବାଇ,୨୪।୧୧:ଆଇପିଏଲ୍ର ସବୁଠାରୁ ସଫଳ ବୋଲର୍ ଯୁଜବେନ୍ଦ୍ର ଚହଲଙ୍କୁ ମେଗା ଅକ୍ସନରେ ରାଜସ୍ଥାନ ରୟାଲ୍ସ ରିଟେନ୍ କରି ନ ଥିଲା। ଏମିତିରେ ସେ ମେଗା ଅକ୍ସନକୁ ଫେରିଥିଲେ। ରବିବାର କରାଯାଉଥିବା ଅକ୍ସନରେ ତାଙ୍କ ପାଇଁ ଏକାଧିକ ଟିମ୍ ନିଲାମ ଡାକିଥିଲେ। ସେ...
ନିଲାମ ଡାକିଲା ଆର୍ସିବି, ଦିଲ୍ଲୀ ଓହରିବା ପରେ ପନ୍ତଙ୍କୁ କିଣିଲା ଏହି ଟିମ୍
ଦୁବାଇ,୨୪।୧୧: ଆଇପିଏଲ୍ ୨୦୨୫ ନିଲାମରେ ଋଷଭ ପନ୍ତଙ୍କ କ୍ରେଜ୍। ଜୋରଦାର ନିଲାମ ଡାକରା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ ୨୭ କୋଟି ଟଙ୍କାରେ କିଣିଛି। ଏଭଳି ସେ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି। କିଛି ସମୟ...
Archives


