sports

ଚେତା ହରାଉଥିବା ସତ୍ତ୍ୱେ ଅଶ୍ୱିନଙ୍କୁ ମା’ ପଚାରିଥିଲେ ଗୋଟିଏ ପ୍ରଶ୍ନ, ମନେ ପକାଇଲେ…

ଧର୍ମଶାଳା,୬।୩: ଭାରତ-ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ଗୁରୁବାରଠାରୁ ଟେଷ୍ଟ ସିରିଜର ୫ମ ତଥା ଅନ୍ତିମ ମୁକାବିଲା ଆରମ୍ଭ ହେବ। ଏହି ମ୍ୟାଚ୍‌ ଅଶ୍ୱିନଙ୍କ ପାଇଁ ସ୍ବତନ୍ତ୍ର ହେବ। କାରଣ…

2 years ago

ଜାତୀୟସ୍ତରର ଖେଳାଳିଙ୍କ ପାଇଁ ଖୁସିଖବର, ଖେଳ କୋଟାରେ ନିଯୁକ୍ତି ନିୟମ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୫।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ଖେଳାଳିଙ୍କୁ ନିଯୁକ୍ତି ଏବଂ ପଦୋନ୍ନତି ମାମଲାରେ ଥିବା ନିର୍ଦ୍ଦେଶନାମାକୁ ସଂଶୋଧନ କରାଯାଇଛି। ବର୍ତ୍ତମାନ ସମୟରେ ମହତ୍ୱପୂର୍ଣ୍ଣ ପାଲଟିଥିବା ପ୍ରତିଯୋଗିତାଗୁଡ଼ିକୁ ଏଥିରେ ସାମିଲ…

2 years ago

ସିରିଜ ହାରିଯିବା ସତ୍ତ୍ୱେ ନିଜର ପ୍ରଶଂସା କରି ଚର୍ଚ୍ଚାରେ ଷ୍ଟୋକ୍ସ

ନୂଆଦିଲ୍ଲୀ,୨୭।୨: ଭାରତ ବିପକ୍ଷରେ ଇଂଲଣ୍ଡର ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଥିଲା। ହେଲେ ରୋହିତଙ୍କ ଯୁବ ବିଗ୍ରେଡ୍‌ ଇଂଲଣ୍ଡ ଟିମ୍‌ର ଆଶା ଧୂଳିସାତ କରିଦେଇଛନ୍ତି।…

2 years ago

‘ଅକାୟ’ ଅର୍ଥ କ’ଣ? ଜାଣନ୍ତୁ କେଉଁ ଭଗବାନଙ୍କ ନାମ ଅନୁସାରେ କୋହଲି ଦେଇଛନ୍ତି ପୁଅଙ୍କ ନାମ..

ନୂଆଦିଲ୍ଲୀ,୨୩।୨: ପୁଣିଥରେ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ବାପା ହୋଇଛନ୍ତି। ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଉଭୟ ପୁଅଙ୍କ…

2 years ago

ରାଜକୋଟ ଟେଷ୍ଟରେ ଇତିହାସ ରଚିଦେଲେ ଅଶ୍ୱିନ

ରାଜକୋଟ,୧୬।୨: ଇତିହାସ ରଚିଛନ୍ତି ଭାରତର ଭେଟେରାନ୍‌ ସ୍ପିନର ରବଚିନ୍ଦ୍ରନ ଅଶ୍ୱିନ। ଭାରତର ଦ୍ରୁତତମ ବୋଲର ଭାବେ ଟେଷ୍ଟ କ୍ରିକେଟରେ ସେ ୫୦୦ ଉଇକେଟ ପୂରଣ କରିଛନ୍ତି। ଇଂଲଣ୍ଡ…

2 years ago

ଟିମ୍‌ ଇଣ୍ଡିଆରୁ ବାଦ୍‌ ଦେବାକୁ ଆହତ ହୋଇଥିବାର ଗୁଜବ ଉଠାଇଥିଲେ, ମିଷ୍ଟ୍ରି ସ୍ପିନର କଲେ ବଡ଼ ଖୁଲାସା…

ନୂଆଦିଲ୍ଲୀ,୧୪।୨: କଥାରେ ଅଛି ଯିଏ ଯେତେ ଶୀଘ୍ର ଉପରକୁ ଉଠେ, ସେତେ ଶୀଘ୍ର ଭୂମିରେ ଲୋଟିଥାଏ। ଠିକ୍‌ ଏଭଳି ଏକ ଉଦାହରଣ ହେଲେ କେକେଆର୍‌ର ମିଷ୍ଟ୍ରି ସ୍ପିନର…

2 years ago

‘ମୋ ପତ୍ନୀଙ୍କ ଛବି ଖରାପ କରିବା ବନ୍ଦ କରନ୍ତୁ’

ନୂଆଦିଲ୍ଲୀ,୯।୨: ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜା ବାପା ଅନିରୁଦ୍ଧ ସିଂ ଜାଡେଜାଙ୍କ ସାକ୍ଷାତକାର ପ୍ରସଙ୍ଗରେ ବୟାନ ରଖିଛନ୍ତି। ପରିବାରରେ ଫାଟ ସୃଷ୍ଟି କରିଥିବାରୁ ଜାଡେଜାଙ୍କ…

2 years ago

ନାବାଳିକା ବଳାତ୍କାର ମାମଲାରେ ଫସିଲେ ଭାରତୀୟ ହକି ଟିମ୍‌ର ଏହି ଖେଳାଳି, ବିବାହର ପ୍ରତିଶ୍ରୁତି ଦେଇ…

ନୂଆଦିଲ୍ଲୀ,୬।୨: ଭାରତୀୟ ହକି ଦଳର ଡିଫେଣ୍ଡର ବରୁଣ କୁମାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି। ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ ବାଙ୍ଗାଲୋରର ଜ୍ଞାନଭାରତୀ ପୋଲିସ ତାଙ୍କ…

2 years ago

ଦୁର୍ଘଟଣା ପରେ ଲାଗିଥିଲା ଯେମିତି ମୋର ଶେଷ ସମୟ ଆସିଯାଇଛି: ପନ୍ତ

ନୂଆଦିଲ୍ଲୀ,୩୦।୧: ଟିମ୍‌ ଇଣ୍ଡିଆର ଉଇକେଟକିପର୍‌ ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଡିସେମ୍ବର ୨୦୨୨ରେ ଭୟଙ୍କର କାର୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହାର ଭିଡିଓ ଓ ଫଟୋ ଭାଇରାଲ ହେବା…

2 years ago

ନିରାଶ କରୁଛନ୍ତି ଗିଲ, ନଂ- ୩ରେ ଫେଲ୍‌ ହେବା ପରେ ହୋଇପାରନ୍ତି ଦଳରୁ ବିଦା !

ହାଇଦ୍ରାବାଦ,୨୮।୧: ଟେଷ୍ଟ ଫର୍ମାଟରେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ। ଏବେ ଦଳରେ ନଂ- ୩ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତାଙ୍କୁ ମିଳିଥିଲେ ହେଁ…

2 years ago

ନିରାଶ ମୁହଁ, ଓଦା ଆଖି…ପ୍ରଧାନମନ୍ତ୍ରୀଙ୍କ ଆବାସ ନିକଟ ଫୁଟପାଥରେ ପଦ୍ମଶ୍ରୀ ରଖି ଫେରିଲେ ବଜରଙ୍ଗ

ନୂଆଦିଲ୍ଲୀ, ୨୨ା୧୨: କିଛି ମାସ ପୂର୍ବରୁ ହରିଦ୍ୱାର ଯାଇ ଗଙ୍ଗା ନଦୀରେ ନିଜର ପଦକସବୁକୁ ଭସାଇ ଦେବାର ଧମକ ଦେଇଥିଲେ ରେସଲର ବଜରଙ୍ଗ ପୁନିଆ । ଏବେ…

2 years ago

ଆଇପିଏଲ୍‌ ଅକ୍ସନ ପରେ ବଦଳିଲା ଚିତ୍ର: ୨୩୦ କୋଟିରେ କିଣାହେଲେ ୭୨ ଖେଳାଳି, ଦେଖନ୍ତୁ କିଏ ଗଲେ କେଉଁ ଦଳକୁ

ଦୁବାଇ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ମିନି ଅକ୍ସନ ଶେଷ ହୋଇଛି। ପ୍ରଥମ ଥର ଲାଗି ବିଦେଶରେ ଏହି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଥିରେ ୭୨ ଖେଳାଳିଙ୍କ…

2 years ago