ହୃଦୟବିଦାରକ ଘଟଣା: ୧୧ ବର୍ଷର ମୁକ, ବଧିର ନାବାଳିକାଙ୍କୁ ବଳାତ୍କାର, ନିର୍ଯାତନା ନୂଆଦିଲ୍ଲୀ,୧୭ା୪: ଉତ୍ତରପ୍ରଦେଶର ରାମପୁରରେ ଜଣେ ୧୧ ବର୍ଷୀୟ ମୁକ ଏବଂ ବଧିର ନାବାଳିକାଙ୍କ ସହ ବଳାତ୍କାର ଓ ନିର୍ଯ୍ୟାତନର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ସମାନ ଗ୍ରାମର ଅଭିଯୁକ୍ତଙ୍କ ଦ୍ୱାରା ଏହି ନାବାଳିକାଙ୍କ ଉପରେ ନିର୍ମମ...