ଚାଇନା ପ୍ରେମରେ ପଡ଼ିଲେଣି ମୋଦି! ନିଜ ମନ ପସନ୍ଦର କାର ଦେଇଦେଲେ ଜିନପିଙ୍ଗ, ପୁଟିନ ରୁଷିଆରୁ ଆଣିଛନ୍ତି… ବେଜିଂ,୩୧।୮: ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ସମୟରେ ଚାଇନାର ତିଆନଜିନ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାଇନା ସରକାର ଦୁଇ ଦିନ ପାଇଁ ଏକ ସ୍ବତନ୍ତ୍ର କାର ଦେଇଥିଲେ। ଏହି କାରଟି ହେଉଛି ‘ହଙ୍ଗକି ଏଲ-୫’, ଯାହାକୁ...