Spain Champion

ଫୁଟବଲର ନୂଆ ‘କିଙ୍ଗ’ ପାଲଟିଲା ସ୍ପେନ, ଆର୍ଜେଣ୍ଟିନା ସହିତ ୬୦ ବର୍ଷର ପୁରୁଣା ସ୍କୋର ବରାବର କଲା; ଭାଙ୍ଗିଲା ଲିଓନେଲ ମେସିଙ୍କ ସ୍ବପ୍ନ

ନ୍ୟୁୟର୍କ,୨୦ା୭: ୟୁରୋ କପ୍‌ ଟାଇଟଲ ବିଜେତା ସ୍ପେନ୍‌ ୨୦୨୬ ଫିଫା ବିଶ୍ୱକପ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ମେଗା ଫାଇନାଲରେ ଏହି ଦଳ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନାକୁ…

2 days ago